ବିଡ୍ୟାକର ରାଜଗୁରୁ Bidyākara rājaguru
- ଦେ. ବି—(ନାମ) — ଉତ୍କଳର ଜଣେ ପ୍ରସିଦ୍ଧ ସ୍ମୃତିକାର — An Oriya social lawgiver in Sanscrit
- ଦେ. ବି—(ନାମ) — (ଦ୍ର—ଏ 14 ଶ ଶତାବ୍ଦୀର ପଣ୍ଡିତ; 'ବାଜପେୟୀ' ଉପାଧି ଲାଭ କରିଥିଲେ । 'ନିତ୍ୟାଚାର ପ୍ରଦୀପ' ନାମକ ସଂସ୍କୃତ ପୁସ୍ତକ ଏହାଙ୍କଦ୍ୱାରା ପ୍ରଣୀତ। ଜଗବନ୍ଧୁ ପ୍ରାଚୀନ ଉତ୍କଳ। — (ଦ୍ର—ଏ14ଶ ଶତାବ୍ଦୀର ପଣ୍ଡିତ; 'ବାଜପେୟୀ' ଉପାଧି ଲାଭ କରିଥିଲେ 'ନିତ୍ୟାଚାର ପ୍ରଦୀପ' ନାମକ ସଂସ୍କୃତ ପୁସ୍ତକ ଏହାଙ୍କଦ୍ୱାରା ପ୍ରଣୀତ ଜଗବନ୍ଧୁ ପ୍ରାଚୀନ ଉତ୍କଳ
- ଦେ. ବି—(ନାମ) — 'ଧର୍ମ ଶାସ୍ତ୍ର ପ୍ରଦୀପ' ନାମକ ଗ୍ରନ୍ଥ ମଧ୍ୟ ଏହାଙ୍କ କୃତ । ଏହାଙ୍କ ବଂଶଧରମାନେ ବର୍ତ୍ତମାନ ପୁରୀ ଜିଲ୍ଲା ବୀରନରସିଂହପୁରରେ ଅଛନ୍ତି।)