ବିଡ୍ୟମାନରେ Bidyamānare
- ଗ୍ରା. (କଚିରିଆ) କ୍ରି. ବିଣ — ଉପସ୍ଥିତି ସମୟରେ — During the presence of; in the presence of
- ଗ୍ରା. (କଚିରିଆ) କ୍ରି. ବିଣ — ଜୀବନକାଳ ମଧ୍ୟରେ, ବିଦ୍ଯମାନ ଥାଉଁ ଥାଉଁ; ବଞ୍ଚି ଥାଉଁ ଥାଉଁ — While living or alive; during the life- time of
- ଗ୍ରା. (କଚିରିଆ) କ୍ରି. ବିଣ — (ଯଥା—ପୁତ୍ରର ବିଦ୍ୟମାନରେ ସ୍ତ୍ରୀ ସମ୍ପତ୍ତିର ଉତ୍ତରାଧିକାରିଣୀ ହୋଇ ନ ପାରେ ।)