ବିଟ୍ ଲିହା Biṭ-lihā

  • ପ୍ରାଦେ (ସମ୍ବଲପୁର) ବିଣ — ବିଟାଳିଆ; ଅକୁଳା — Outcasted
  • ପ୍ରାଦେ (ସମ୍ବଲପୁର) ବିଣ — ଯେ ଯାହା ଇଚ୍ଛା ତାହା ଘରେ ଅନ୍ନ ଭୋଜନ କରେ — Taking food cooked by others, irrespective of caste