ବିଟ୍ (ଧାତୁ) Biṭ (root)

  • ସଂ — ଆକ୍ରୋଶ କରିବା — To envy
  • ସଂ — ଗାଳି ଦେବା — To chide
  • ସଂ — ଅଭିଶାପ ଦେବା — To curse
  • ସଂ — ଶବ୍ଦ କରିବା — To make a sound
  • ସଂ — ବଞ୍ଚନା କରିବା — To cheat