ବିଟୋଳ Biṭoḻa
- ଦେ. ବିଣ—(ସଂ. ବିଟାଳ) — ଦୁଷ୍ଟ — Wicked; villanous
- ଦେ. ବିଣ—(ସଂ. ବିଟାଳ) — ଅନିଷ୍ଟକାରୀ — Injurious
- ଦେ. ବିଣ—(ସଂ. ବିଟାଳ) — (ଉ—ପିଠାଯାକରେ ମଣ୍ଡା ବିଟୋଳ, ମଣିଷ ଯାକରେ ଲଣ୍ଡା ବିଟୋଳ। ଢଗ।)
- ଦେ. ବିଣ—(ସଂ. ବିଟାଳ) — ବ୍ୟଭି— ଚାର ଦୂଷିତ — Scandalised
- ଦେ. ବିଣ—(ସଂ. ବିଟାଳ) — ଜାତିଚ୍ୟୁତି — Outcasted
- ଦେ. ବିଣ—(ସଂ. ବିଟାଳ) — ନୀଚକୁଳୋଦ୍ଭବ — Base-born
- ଦେ. ବିଣ—(ସଂ. ବିଟାଳ) — ଅଜ୍ଞାତ ପିତୃକ — Bastard