ବିଟୁଳ Biṭuḻa

  • ଦେ. ବିଣ—(ସଂ. ବିଟାଳ) — ଦୁଷ୍ଟ — Wicked; villanous
  • ଦେ. ବିଣ—(ସଂ. ବିଟାଳ) — ଅନିଷ୍ଟକାରୀ — Injurious
  • ଦେ. ବିଣ—(ସଂ. ବିଟାଳ) — (ଉ—ପିଠାଯାକରେ ମଣ୍ଡା ବିଟୋଳ, ମଣିଷ ଯାକରେ ଲଣ୍ଡା ବିଟୋଳ। ଢଗ।)
  • ଦେ. ବିଣ—(ସଂ. ବିଟାଳ) — ବ୍ୟଭି— ଚାର ଦୂଷିତ — Scandalised
  • ଦେ. ବିଣ—(ସଂ. ବିଟାଳ) — ଜାତିଚ୍ୟୁତି — Outcasted
  • ଦେ. ବିଣ—(ସଂ. ବିଟାଳ) — ନୀଚକୁଳୋଦ୍ଭବ — Base-born
  • ଦେ. ବିଣ—(ସଂ. ବିଟାଳ) — ଅଜ୍ଞାତ ପିତୃକ — Bastard