ବିଟାକାଁଡ୍ Biṭākāñṟḍ̠
- ପ୍ରାଦେ. (ସମ୍ବଲପୁର) ବି — ଚଉଡ଼ା ମୁହାଁ ଏକ ପ୍ରକାର ଶର — A kind of broad-edged arrow
- ପ୍ରାଦେ. (ଗଡ଼ଜାତ) ବି — ଏକ ପ୍ରକାର କାଣ୍ଡ — A kind of ball-topped arrow
- ପ୍ରାଦେ. (ଗଡ଼ଜାତ) ବି — [ଦ୍ର—ଏହାର ଅଗ ଗୋଟାଳିଆ ବା ମୋଟା। ଏହା ଯାହା ଦେହରେ ବାଜେ ତାକୁ ତଡ଼ି ନିଏ।]