ବିଟ ଖଇର Biṭa khaira

  • ଦେ. ବି (ସଂ. ବିଟ୍ଖଦିର; ବିଟ୍=ବିଷ୍ଠା+ଖଦିର; ଏହାର ବୃକ୍ଷ ଦୁର୍ଗନ୍ଧମୟ ଥିବାରୁ) — ବବୁରଜାତୀୟ ଏକ— ପ୍ରକାର ଦୁର୍ଗନ୍ଧମୟ ବୃକ୍ଷ — A kind of foul-smelling tree of the Acacia spacies; Mimosa; sponge tree