ବିଞ୍ଚିଣି ମହୁମାଛି Bin̄chiṇi mahumāchhi
- ଦେ. ବି — ଏକପ୍ରକାର ମହୁମାଛି — Apis Floris
- ଦେ. ବି — [ଦ୍ର—ଏମାନେ ବାଘରା ମହୁମାଛିଙ୍କ ଠାକୁ ଛୋଟ ଓ ନିଭୃଟୀ ମହୁମାଛିଙ୍କଠାରୁ ବଡ଼। ଏମାନେ ଛୋଟ ଗଛରେ ଫେଣୀ ବାନ୍ଧନ୍ତି। ଏମାନଙ୍କର ନାହୁଡ଼ ନାହିଁ ଓ ଏମାନଙ୍କ ମହୁ ବାଘରା ମହୁମାଛିଙ୍କ ମହୁ ଅପେକ୍ଷା ଅଳ୍ପ ଓ ତରଳ; ଏମାନଙ୍କ ଫେଣା ଛୋଟ ବିଞ୍ଚଣା ଆକାରର ହେବାରୁ ଏମାନଙ୍କୁ ବିଞ୍ଚିଣି ମହୁମାଛି ବୋଲା ଯାଏ।]