ବିଞ୍ଚଣି ପଣତ Bin̄chaṇi paṇata

  • ଦେ. ବି—(ସଂ. ବ୍ୟଜନ+ବସ୍ତ୍ରପ୍ରାନ୍ତ) — ସ୍ତ୍ରୀଲୋକେ ଲୁଗା ପିନ୍ଧିବା ପରେ ଲୁଗାର ଯେଉଁ ଶେଷ ମୁଣ୍ଡ ବା କାନି ଜଙ୍ଘ (ଉରୁ) ଠାରୁ କାନ୍ଧ ପର୍ଯ୍ୟନ୍ତ ବିଞ୍ଚଣା ପରି ମେଲାଇ କରି ସଜାଇ ଥାଆନ୍ତି — The outer end of a woman's scarf (saree) arranged in the shape of a fan and spreading from the thighs to the shoulders in the front
  • ଦେ. ବି—(ସଂ. ବ୍ୟଜନ+ବସ୍ତ୍ରପ୍ରାନ୍ତ) — [ଉ—ବ୍ୟକ୍ତ ବିଞ୍ଚଣି ପଣନ୍ତ। ଉରୁ ଉପରେ ଲମ୍ବିତ। ଭଞ୍ଜ. ଲାବଣ୍ୟବତୀ]