ବିଜୟା ଦଶମୀ Bijayā daṡamī

  • ସଂ. ବି — ଆଶ୍ୱିନ ଶୁକ୍ଳ ଦଶମୀ — The 10th day of the bright fortnight of Āṡwina
  • ସଂ. ବି — [ଦ୍ର—ଏ ଦିନ ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା ଜଳରେ ବିସର୍ଜନ କରାଯାଏ ଓ ଏହାକୁ ଉତ୍କଳରେ ଦଶହରା କହନ୍ତି। ରାମଚନ୍ଦ୍ର ଏ ଦିନ ଦେବୀ ପୂଜାନନ୍ତର ଲଙ୍କାକୁ ଯୁଦ୍ଧ ଯାତ୍ରା କରିଥିଲେ। କ୍ଷତ୍ରିୟଙ୍କର ଓ ରାଜାମାନଙ୍କର ଏହା ଗୋଟିଏ ପ୍ରଧାନ ଉତ୍ସବ।]