ବିଜୟସାର Bijayasāra
- ସଂ. ବି. — ସାଳ ଜାତୀୟ ଜଙ୍ଗଲୀ ଗଛ — A kind of wild timber tree
- ସଂ. ବି. — [ଦ୍ର—ଏହା ବରଗଛ ପରି ଖୁବ ବଢ଼େ, ପତ୍ର ଓସ୍ତ ପତ୍ର ଅପେକ୍ଷା ଛୋଟ; ଫଳ ଅଅଁଳା କୋଳି ପରି ଓ ହଳଦିଆ; ଫୁଲ ପାଚକ; କାଠ କଳା ମିଶା ନାଲି ଓ ଖୁବ୍ ଦୃଢ଼। କାଠକୁ ପାଣିରେ ସିଝାଇ କାଳୀ ତିଆରି କରା ଯାଏ। ବୈଦ୍ୟକ ମତରେ ଏ କାଠ କୁଷ୍ଠ, ବିସର୍ପ, ପ୍ରମେହ, ଗୁହ୍ୟଦ୍ୱାରର ରୋଗ, କୃମି, କଫ, ରକ୍ତ— ଦୋଷ ଓ ପିତ୍ତ ଦୋଷ ନାଶକ [ହି. ଶ]
- ସଂ. ବି. — ପିୟାସାଳ (ଦେଖ) — Piyāsāḻa (See)