ବିଜୟ ପ୍ରତିମା Bijaya pratimā
- ସଂ. ବି — ଠାକୁରଙ୍କର ଚଳନ୍ତି ପ୍ରତିମା — The move- able image of a Deity, whose idol is immoveable on account of the massiveness of the latter
- ସଂ. ବି — [ଉ—ଏହିରୂପେ ରାଜସୂତେ ନୁରୁପୁର ଦକ୍ଷିଣ ଭାଗେ, ହତ ହେଲେ ଦେବୀ କରାଳୀ ବିଜୟ—ପ୍ରତିମା ଆଗେ। ରାଧାନାଥ. ଉଷା।]