ବିଜ୍ଞାପ୍ତି Bijn̄āpti

  • ସଂ. ବି. (ବି+ଜ୍ଞା ଧାତୁ+ଣିଚ ଜ୍ଞପି ବା ଜ୍ଞାପି ଧାତୁ+ତି) ନିବେଦନ — Report; announcement
  • ସଂ. ବି. (ବି+ଜ୍ଞା ଧାତୁ+ଣିଚ ଜ୍ଞପି ବା ଜ୍ଞାପି ଧାତୁ+ତି) ଜ୍ଞାପନ — Informing
  • ସଂ. ବି. (ବି+ଜ୍ଞା ଧାତୁ+ଣିଚ ଜ୍ଞପି ବା ଜ୍ଞାପି ଧାତୁ+ତି) ବିଶେଷ ବିବରଣ — Detailed information