ବିଜ୍ଞାପନ Bijn̄āpana

  • ସଂ. ବି. (ବି+ଜ୍ଞା ଧାତୁ ଣିଚ୍ ଜ୍ଞାପି ଧାତୁ+ଭାବ. ଅନ) — ଜଣାଣ — Prayer
  • ସଂ. ବି. (ବି+ଜ୍ଞା ଧାତୁ ଣିଚ୍ ଜ୍ଞାପି ଧାତୁ+ଭାବ. ଅନ) — ଜଣାଇବା — Informing; announcement
  • ସଂ. ବି. (ବି+ଜ୍ଞା ଧାତୁ ଣିଚ୍ ଜ୍ଞାପି ଧାତୁ+ଭାବ. ଅନ) — ନୋଟିସ୍; ସମ୍ବାଦ — Notification; advertisement
  • ସଂ. ବି. (ବି+ଜ୍ଞା ଧାତୁ ଣିଚ୍ ଜ୍ଞାପି ଧାତୁ+ଭାବ. ଅନ) — ପ୍ରଚାର — Publication
  • ସଂ. ବି. (ବି+ଜ୍ଞା ଧାତୁ ଣିଚ୍ ଜ୍ଞାପି ଧାତୁ+ଭାବ. ଅନ) — (+କରଣ. ଅନ) ବିଜ୍ଞାପନ ଲେଖାଥିବା ପତ୍ର; ଇସ୍ତିହାର — A notice; a notification