ବିଜ୍ଞାପନ ପତ୍ର Bijn̄āpana patra

  • ସଂ. ବି — ଯେଉଁ କାଗଜରେ ବିଜ୍ଞାପନ ଲେଖାଥାଏ — Notice paper
  • ସଂ. ବି — ଯେଉଁ ଲେଖାରେ ବିଜ୍ଞାପନ ବାହାରି ଥାଏ; ଇସ୍ତିହାର — Notice; notification; proclamation