ବିଜ୍ଞାପକ Bijn̄āpaka

  • ସଂ. ବିଣ. ପୁଂ (ବି+ଜ୍ଞା ଧାତୁ ଣିଚ+କର୍ତ୍ତୃ. ଅକ) — ଯେ ଜଣାଏ — Notifying; informing
  • ସଂ. ବି — ବିଜ୍ଞାପନକାରୀ ବ୍ୟକ୍ତି — Notifier; informant