ବିଜ୍ଞାନୀ Bijn̄ānī
- ସଂ. ବିଣ ପୁଂ — ଜ୍ଞାନବାନ୍ — Wise
- ସଂ. ବିଣ ପୁଂ — ବିଜ୍ଞାନ ସମ୍ବନ୍ଧେ ବିଶିଷ୍ଟ ଜ୍ଞାନୀ — Expert in any science
- ସଂ. ବିଣ ପୁଂ — ପଣ୍ଡିତ — Learned
- ଦେ. ବିଣ — ଜ୍ଞାନଶୂନ୍ଯ; ମୂର୍ଖ — Devoid of knowledge; ignorant
- ଦେ. ବିଣ — (ଉ—ବିଜ୍ଞାନୀ କୈବର୍ତ୍ତି ଧୋଇଲା, ବିଶ୍ୱେ ପତିତ ପାବନ ନାମ ରହିଲା। ଭଞ୍ଜ. ବୈଦେହୀଶବିଳାସ।)