ବିଜ୍ଞାନିକ Bijn̄ānika

  • ସଂ ବିଣ (ବିଜ୍ଞାନ+ଇକ) — ବିଜ୍ଞାନ ସମ୍ବନ୍ଧୀୟ; ବୈଜ୍ଞାନିକ — Scientific
  • ସଂ ବିଣ (ବିଜ୍ଞାନ+ଇକ) — ବିଜ୍ଞ — Wise
  • ସଂ ବିଣ (ବିଜ୍ଞାନ+ଇକ) — ବିଚକ୍ଷଣ — Clever; of sharp intellect