ବିଜ୍ଞାନମୟ କୋଷ Bijn̄ānamaya kosha

  • ସଂ. ବି — (ବେଦାନ୍ତ) ପଞ୍ଚ ଜ୍ଞାନେନ୍ଦ୍ରିୟ ରୂପ କୋଷ ଦ୍ୱାରା ଆଚ୍ଛାଦିତ ମନୋବୁଦ୍ଧି — (Bedānta) The sheath of intelligence
  • ସଂ. ବି — ମନୁଷ୍ୟର ପଞ୍ଚ ଜ୍ଞାନେନ୍ଦ୍ରିୟ ଓ ବୁଦ୍ଧି — The five organs of perception and intelligence in man