ବିଜ୍ଞାତା Bijn̄ātā

  • ସଂ. ବିଣ. ପୁଂ (ବି+ଜ୍ଞା ଧାତୁ+କର୍ତ୍ତୃ. ତୃ; ବିଜ୍ଞାତୃ ଶବ୍ଦ 1 ମା, 1 ବ) — ଯେ ଉତ୍ତମ ରୂପେ ଜାଣିଥାଏ — Knowing Well