ବିଜୃମ୍ଭଣ Bijṛumbhaṇa

  • ସଂ. ବି—(ବି+ଜୃମ୍ଭ ଧାତୁ=ହାଇମାରିବା+ଭାବମାରିବା+ଭାବ. ଅନ) — ହାଇମାରିବା — Yawning
  • ସଂ. ବି—(ବି+ଜୃମ୍ଭ ଧାତୁ=ହାଇମାରିବା+ଭାବମାରିବା+ଭାବ. ଅନ) — ବିକାଶ — Exhibition; manifestation
  • ସଂ. ବି—(ବି+ଜୃମ୍ଭ ଧାତୁ=ହାଇମାରିବା+ଭାବମାରିବା+ଭାବ. ଅନ) — ବିସ୍ତାର — Expansion
  • ସଂ. ବି—(ବି+ଜୃମ୍ଭ ଧାତୁ=ହାଇମାରିବା+ଭାବମାରିବା+ଭାବ. ଅନ) — ଇଚ୍ଛା — Desire; hankering
  • ସଂ. ବି—(ବି+ଜୃମ୍ଭ ଧାତୁ=ହାଇମାରିବା+ଭାବମାରିବା+ଭାବ. ଅନ) — ଅଙ୍ଗ ମାର୍ଜ୍ଜନ — Cleansing of the limbs
  • ସଂ. ବି—(ବି+ଜୃମ୍ଭ ଧାତୁ=ହାଇମାରିବା+ଭାବମାରିବା+ଭାବ. ଅନ) — କ୍ରୀଡ଼ା — Pastime; short
  • ସଂ. ବି—(ବି+ଜୃମ୍ଭ ଧାତୁ=ହାଇମାରିବା+ଭାବମାରିବା+ଭାବ. ଅନ) — ମୁଖ ବ୍ୟାଦାନ — Opening of the mouth; gaping