ବିଜୃମ୍ଭ ମାଣ Bijṛumbha māṇa

  • ସଂ. ବିଣ. ପୁଂ (ବି+ଜୃମ୍ଭ ଧାତୁ+କର୍ତ୍ତୃ. ଅନ) — ଯେ ହାଇ ମାରୁଅଛି — Yawning
  • ସଂ. ବିଣ. ପୁଂ (ବି+ଜୃମ୍ଭ ଧାତୁ+କର୍ତ୍ତୃ. ଅନ) — ପ୍ରକାଶମାନ — Manifest