ବିଜୁଳି Bijuḻi
- ଦେ. ବି (ସଂ. ବିଦ୍ୟୁତ; ତୁଳ ପ୍ରା; ବିଜ୍ଜୁ; ବିଜ୍ଜୁରୀ) — ବିଦ୍ୟୁତ୍; ସୌଦାମିନୀ; ତଡ଼ିତ୍ — Lightning
- ଦେ. ବି (ସଂ. ବିଦ୍ୟୁତ; ତୁଳ ପ୍ରା; ବିଜ୍ଜୁ; ବିଜ୍ଜୁରୀ) — ତଡ଼ିତ୍ପ୍ରଭା; ତଡ଼ିତ୍ଶକ୍ତି — Electricity
- ଦେ. ବି (ସଂ. ବିଦ୍ୟୁତ; ତୁଳ ପ୍ରା; ବିଜ୍ଜୁ; ବିଜ୍ଜୁରୀ) — (ସଂ. ପାରେବତ ଫଳ) ପିଦୁଡ଼ି; ପିଜୁଳି — Guava