ବିଜିବା Bijibā

  • ଦେ. କ୍ରି (ପଦ୍ୟ) — ବିଞ୍ଚିବା; ବାୟୁକୁ ପଙ୍ଖା ପ୍ରଭୃତିଦ୍ୱାରା ଆଲୋଡ଼ିତ କରିବା — To fan
  • ଦେ. କ୍ରି (ପଦ୍ୟ) — [ଉ—ପକ୍ଷବାତେ ଯହିଁ ବିଜନ୍ତି ବିଜନେ ପକ୍ଷଘାତେ କମଚଟା। ରାଧାନାଥ. ପାର୍ବତୀ]