ବିଜିତ Bijita

  • ସଂ. ବିଣ. ପୁଂ—(ବି+ଜିତ) — ପରାଭୂତ; ପରାଜିତ (ବ୍ୟକ୍ତି) — Vanquished; defeated person
  • ସଂ. ବିଣ. ପୁଂ—(ବି+ଜିତ) — ବିଜେତାଦ୍ୱାରା ଅଧିକୃତ (ପ୍ରଦେଶ) — Conquered (country)