ବିଜିଗୀଷା Bijigīshā

  • ସଂ. ବି.—(ବି+ଜି ଧାତୁ=ଜୟ କରିବା+ଇଚ୍ଛାର୍ଥେ ସନ୍ +ଭାବ. ଅ+ଆ) — ଜୟ କରିବାର ଇଚ୍ଛା — Desire to conquer