ବିଜାର Bijāra

  • ପ୍ରାଦେ. (ସମ୍ବଲପୁର) ବି — ମୁଷ୍କ ଛିନ୍ନ ହୋଇ ନ ଥିବା ପୋଢୁଆ ବ ଅଣ୍ଡିରା ମଇଁଷି — An uncastrated buffalo bull