ବିଜନ୍ମା Bijanmā
- ସଂ. ବି (ବି+ଜନ୍ମନ୍ 1 ମା, 1 ବ) — ଜାରଜ — Bastard; illegitimate
- ସଂ. ବି (ବି+ଜନ୍ମନ୍ 1 ମା, 1 ବ) — ନୀଚ— କୁଳୋଦ୍ଭବ — Base-born
- ସଂ. ବି (ବି+ଜନ୍ମନ୍ 1 ମା, 1 ବ) — ଜାତିଚ୍ୟୁତ (ହି. ଶ.) — Excommunicated
- ସଂ. ବି — (ମନୁ) ବର୍ଣ୍ଣସଙ୍କର ଜାତିବିଶେଷ (ହି. ଶ.) — Name of a mixed caste