ବିଛେଦିବା Bichhedibā

  • ଦେ. (ପଦ୍ୟ) କ୍ରି. (ସଂ. ବିଚ୍ଛେଦନ) — ଛେଦନ କରିବା; କାଟି ପକାଇବା — To cut; cut down
  • ଦେ. (ପଦ୍ୟ) କ୍ରି. (ସଂ. ବିଚ୍ଛେଦନ) — (ଉ—ବିଚ୍ଛେଦି ପକାଇଲେ ଶିଶୁପାଳ ଶିର। କୃଷ୍ଣସିଂହ. ମହାଭାରତ. ସଭା।)
  • ଦେ. (ପଦ୍ୟ) କ୍ରି. (ସଂ. ବିଚ୍ଛେଦନ) — ବିଚ୍ଛେଦ ଘଟାଇବା — To bring about separation