ବିଛୁରିବା Bichhuribā

  • ଦେ. କ୍ରି. (ସଂ. ବିଚ୍ଛୁରିତ) — ବିକ୍ଷିପ୍ତ ହେବା — To be strewn or scattered
  • ଦେ. କ୍ରି. (ସଂ. ବିଚ୍ଛୁରିତ) — (ଉ—ପୁଷ୍ପ ପଡ଼ୁଛି କେଶୁ ବିଛୁରି, ତାର ଗୁଣ କି କହିତ ପାରି। ପ୍ରାଚୀ. ରସ ବାରିଧି।)