ବିଛୁଆତି Bichhuāti

  • ଦେ. ବି (ସଂ. ବୃଶ୍ଚିକାଳୀ) — ଜ୍ୱାଳାପ୍ରଦ, ଲୋମଶ ଗୁଳ୍ମ ବିଶେଷ — Stinging nettle; Fleurya Interrupta; Laportea Cremulata (Haines); Tragia Involucarata
  • ଦେ. ବି (ସଂ. ବୃଶ୍ଚିକାଳୀ) — (ଉ—ତୁଳସୀ ସମୂଳେ ଉପାଡ଼ି ରୋପି ବିଛୁଆତି କି? ମଧୁସୂଦନ କବିତା।)
  • ଦେ. ବି (ସଂ. ବୃଶ୍ଚିକାଳୀ) — [ଦ୍ର—ଏହାର ପତ୍ରରେ, ବୃନ୍ତରେ ଓ ଫୁଲରେ କଣ୍ତ ଉତ୍ପାଦକ ଓ ଜ୍ୱାଳାପ୍ରଦ ତୀକ୍ଷ୍ଣ ଲୋମ ଥାଏ। ଏ ଲୋମ ଦେହରେ ଲାଗିଲେ ଅତିଶୟ ଯନ୍ତ୍ରଣା ଦିଏ ଓ ଦେହ ଫୁଲି ଯାଏ। ଏଥିପାଇଁ ଦଣ୍ତିତ ବ୍ୟକ୍ତିକୁ ବିଛୁଆତି ଡାଳରେ ପ୍ରହାର କରାଯାଏ।
  • ଦେ. ବି (ସଂ. ବୃଶ୍ଚିକାଳୀ) — ଏହା ସାଧାରଣତଃ ଦୁଇ ପ୍ରକାର
  • ଦେ. ବି (ସଂ. ବୃଶ୍ଚିକାଳୀ) — ନାଲି ବିଛୁଆତି ବା ଘୋଡ଼ା ବିଛୁଆତି। ଏହା ବର୍ଷାୟୁଃ ଶାକବିଶେଷ; ପତ୍ର ଏକୋତ୍ତର ଦନ୍ତୁରିତ ଓ ତ୍ରିଶିର; ଡେମ୍ପ ଈଷତ୍ ରକ୍ତ ବର୍ଣ୍ଣ; ପତ୍ର ଲୋମଶ ଓ ବିଷାକ୍ତ — Fleurya Interrupta
  • ଦେ. ବି (ସଂ. ବୃଶ୍ଚିକାଳୀ) — ଧଳା ବିଛୁଆତି—ଏହା ଲତା ଓ ଦୀର୍ଘାୟୁ। ବାଡ଼ରେ ମାଡ଼େ; ପତ୍ର ଏକୋତ୍ତର ତ୍ରିକର୍ଣ୍ଣ; ପତ୍ରରମୂଳ ପାନ ପରି; ଡେମ୍ପ ଧଳା; ପତ୍ର ଓ ଡେମ୍ପ ଆଦି ଲୋମଶ ଓ ବିଶେଷ ଜ୍ୱାଳାପ୍ରଦ। ଏହା ସାଧାରଣତଃ ବିଛୁଆତି ନାମରେ କଥିତ। — Fragia Involucrata
  • ଦେ. ବି (ସଂ. ବୃଶ୍ଚିକାଳୀ) — ଦୁଷ୍ଟ ଓ ପରର ଅନିଷ୍ଟକାରୀ ବ୍ୟକ୍ତିଙ୍କୁ ବିଛୁଆତି ସଙ୍ଗେ ତୁଳନା କରାଯାଏ।]
  • ବିଣ — ଅତି ଦୁଷ୍ଟ; ଖଳ — Very wicked; wanton