ବିଛୁଆତି ଲାଗିଲା ପରି ହେବା Bichhuāti lāgilā pari hebā

  • ଦେ. କ୍ରି — ଅସ୍ଥିର ହେବା — To be restless like a person stung with the stinging nettle
  • ଦେ. କ୍ରି — (ତୁଳ. ଏହି ଅର୍ଥରେ ମାଛି ଲାଗିଲା ଭଳି ହେବା)