ବିଛାଲି Bichhāli

  • ଦେ. ବି. (ସଂ. ବିଚାଳ= ନଡ଼ା; ଶୁଷ୍କ ତୃଣ) — ବିଛାଲି; ନଡ଼ା; କୁଟା — Straw
  • ଦେ. ବି. (ସଂ. ବିଚାଳ= ନଡ଼ା; ଶୁଷ୍କ ତୃଣ) — ଶୁଖିଲା ଘାସ — Hay
  • ଦେ. ବି. (ସଂ. ବିଚାଳ= ନଡ଼ା; ଶୁଷ୍କ ତୃଣ) — ଯେଉଁ ଶୁଖିଲା କୁଟା ବା ଘାସକୁ ଘୋଡ଼ା ଆଦି ପଶୁଙ୍କ ଶୋଇବା ନିମନ୍ତେ ଭୂଇଁରେ ବିଛାଯାଏ — 2. Litter for domestic animals; straw or hay spread on the ground for horses and animals to lie on
  • ବି ଓ ବିଣ — ବେଚାଲ (ଦେଖ) — Bechāla (See)