ବିଛାଇବା Bichhāibā
- ଦେ. କ୍ରି. (ସଂ. ବି+ସ୍ତୃ ଧାତୁ) — ପାରିବା; ଭୂମିରେ ଶଯ୍ଯାକୁ ବିସ୍ତୃତ କରିବା — To spread out the bed on the ground; to lay the bed
- ଦେ. କ୍ରି. (ସଂ. ବି+ସ୍ତୃ ଧାତୁ) — ମାଟି, ଗୋଡ଼ି, ଇଟା ଆଦିର ସ୍ତର ଭୂମିରେ ବିସ୍ତୃତ କରିବା — To lay layers of brick, earth etc on the ground
- ଦେ. କ୍ରି. (ସଂ. ବି+ସ୍ତୃ ଧାତୁ) — ସ୍ତର ସ୍ତର କରି ପକାଇବା — To set in layers
- ଦେ. କ୍ରି. (ସଂ. ବି+ସ୍ତୃ ଧାତୁ) — ଘର ଛପର ବେଳେ ନଡ଼ା ବିଡ଼ାକୁ ଖୋଲି ପତଳାଭାବରେ ଚାଳ ଉପରେ ମେଲାଇ ଦେବା — To spread straw evenly on the thatch after untying the sheaves
- ଦେ. କ୍ରି. (ସଂ. ବି+ସ୍ତୃ ଧାତୁ) — ଦେୟ ଧନକୁ ବହୁଲୋକଙ୍କ ମଧ୍ୟରେ ବାଣ୍ଟି ବା ବିଭାଗ କରି ହିସାବ କରିବା; ବିଛାଣି କରିବା — To apportion a big sum amongst various persons
- ଦେ. କ୍ରି. (ସଂ. ବି+ସ୍ତୃ ଧାତୁ) — (ଯଥା— ତିନି ଟଙ୍କାକୁ 12 ଜଣଙ୍କ ମଧ୍ୟରେ ବିଛାଇଲେ ଜଣେ ଲୋକ କେତେ ପାଇବ?) — (ଯଥା— ତିନି ଟଙ୍କାକୁ12ଜଣଙ୍କ ମଧ୍ୟରେ ବିଛାଇଲେ ଜଣେ ଲୋକ କେତେ ପାଇବ?)
- ପ୍ରାଦେ. (ବାଲେଶ୍ୱର) କ୍ରି — ତୋଳିବା — To pick; to pluck
- ପ୍ରାଦେ. (ବାଲେଶ୍ୱର) କ୍ରି — (ଯଥା—ହରି ଗଛରେ ଚଢ଼ି କେତେ ଆମ୍ବ ବିଛାଇ ଦେଖିଲା ଯେ 4 ଟା କଞ୍ଚା ଓ 10 ଟା ପାଚିଲା—ନାରାୟଣପ୍ରସାଦ. ନବବିଧାନ ମାନ— ସାଙ୍କସାର।) — (ଯଥା—ହରି ଗଛରେ ଚଢ଼ି କେତେ ଆମ୍ବ ବିଛାଇ ଦେଖିଲା ଯେ4ଟା କଞ୍ଚା ଓ10ଟା ପାଚିଲା—ନାରାୟଣପ୍ରସାଦ. ନବବିଧାନ ମାନ— ସାଙ୍କସାର)