ବିଛା ମାଳିଆ ଚୁଙ୍ଗୁଡ଼ି Bichhā māḻiā chuṅguṟḍ̠i

  • ଦେ. ବି. — ତିନ୍ତୁଳିଆ ବିଛା ପରି ଗାଢ଼ ରକ୍ତ ବର୍ଣ୍ଣ ଖୋଳ ଓ ଗୋଡବିଶିଷ୍ଟ ସାମୁଦ୍ରିକ ଚିଙ୍ଗୁଡ଼ି; କାଳିଆ ଖଡ଼ା ଚୁଙ୍ଗୁଡ଼ି — Prawn; large sea-shrimp
  • ଦେ. ବି. — [ଦ୍ର—ଏହାଙ୍କର ଗୋଡ଼ ଛୋଟ ଓ ଦୁଇଟି— ବଡ଼ ନିଶ ଥାଏ।]