ବିଛା ମନ୍ତ୍ର Bichhā mantra
- ଦେ. ବି — ବିଛା କାମୁଡ଼ାର ବିଷକୁ ଝାଡ଼ିବା ନିମନ୍ତେ ବ୍ୟବହୃତ ମନ୍ତ୍ର — Incantations used to cure scorpion-sting
- ଦେ. ବି — [ଦ୍ର—ବିଛା ମନ୍ତ୍ର ନ ଜାଣି ସାପ ଗାତରେ ହାତ ପୂରେଇବା—ନ୍ଯାୟ। ଏହାର ତାତ୍ପର୍ଯ୍ଯ ଏହି ଯେ, ସହଜ କାର୍ଯ୍ୟ କରିବାର ବିଦ୍ଯା ବା ଶକ୍ତି ନ ଥାଇ କଠିନ କାର୍ଯ୍ୟ କରିବାକୁ ଅଗ୍ରସର ହେବା ରୂପ ଦୁଃସାହସିକତା।]