ବିଚ୍ଛେଦ Bichchheda

  • ସଂ. ବି (ବି+ଛିଦ୍ ଧାତୁ+ ଭାବ. ଅ) — ବିରହ; ଛଡାଛଡ଼ି — , Separation
  • ସଂ. ବି (ବି+ଛିଦ୍ ଧାତୁ+ ଭାବ. ଅ) — ପାର୍ଥକ୍ୟ; ପ୍ରଭେଦ — , Difference
  • ସଂ. ବି (ବି+ଛିଦ୍ ଧାତୁ+ ଭାବ. ଅ) — ବିୟୋଗ — Disjunction; disunion
  • ସଂ. ବି (ବି+ଛିଦ୍ ଧାତୁ+ ଭାବ. ଅ) — ବିଭାଗ — Division
  • ସଂ. ବି (ବି+ଛିଦ୍ ଧାତୁ+ ଭାବ. ଅ) — ପୁସ୍ତକର ବିଭାଗ ବା ପରିଛେଦ — Division or chapter of a book
  • ସଂ. ବି (ବି+ଛିଦ୍ ଧାତୁ+ ଭାବ. ଅ) — ଖଣ୍ତ — A piece
  • ସଂ. ବି (ବି+ଛିଦ୍ ଧାତୁ+ ଭାବ. ଅ) — ପ୍ରଣୟୀ ପ୍ରଣୟିନୀ ବା ସ୍ୱାମୀ ସ୍ତ୍ରୀ ବା ବନ୍ଧୁମାନଙ୍କର ପରସ୍ପର ପରସ୍ପରଠାରୁ ଭିନ୍ନ ଭିନ୍ନ ହୋଇ ରହିବା; ବିରହ — Separation between friends or a couple
  • ସଂ. ବି (ବି+ଛିଦ୍ ଧାତୁ+ ଭାବ. ଅ) — ବିରାମ — Intermission
  • ସଂ. ବି (ବି+ଛିଦ୍ ଧାତୁ+ ଭାବ. ଅ) — କାଟି କରି ଅଲଗା କରିବା — Severance
  • ସଂ. ବି (ବି+ଛିଦ୍ ଧାତୁ+ ଭାବ. ଅ) — ନାଶ — Loss
  • ସଂ. ବି (ବି+ଛିଦ୍ ଧାତୁ+ ଭାବ. ଅ) — ଦୁଇବସ୍ତୁ ମଝିରେ ଥିବା ଖାଲି ସ୍ଥାନ; ବ୍ଯବଧାନ (ହିଂ ଶ) — Interval; space between two things
  • ସଂ. ବି (ବି+ଛିଦ୍ ଧାତୁ+ ଭାବ. ଅ) — କବିତାରେ ଯତି (ହ. ଶ.) — Harmonic pause in metre