ବିଚ୍ଛେଦାଇବା Bichchhedāibā
- ଦେ. (ପଦ୍ୟ) କ୍ରି — (ବିଚ୍ଛେଦିବା କ୍ରିୟାର ଣିଜନ୍ତ— ରୂପ — The causative from of Bichchhedibā.)
- ଦେ. (ପଦ୍ୟ) କ୍ରି — ଅନ୍ୟଦ୍ୱାରା ବିଚ୍ଛେଦ କ୍ରିୟା କରାଇବା — To cause separation by another
- ଦେ. (ପଦ୍ୟ) କ୍ରି — [ଉ—ବିଚ୍ଛେଦାଇଲେ ତମ ବିଶ୍ୱ ଉତ୍ତମ ଏ। ଭ଼ଞ୍ଜ. ବୈଦେହୀଶବିଳାସ।]