ବିଚ୍ଛେଦନ Bichchhedana

  • ସଂ. ବି (ବି+ଛେଦନ) — ଭଞ୍ଜନ; ଦୂରୀକରଣ — Removal; breaking
  • ସଂ. ବି (ବି+ଛେଦନ) — [ଉ—ବିଚ୍ଛେଦନ କଲା ମୋ ଚିତ୍ତ ସଂଶୟ। ଭଞ୍ଜ. ବୈଦେହୀଶବିଳାସ।]
  • ସଂ. ବି (ବି+ଛେଦନ) — ନଷ୍ଟକରଣ — Destruction
  • ସଂ. ବି (ବି+ଛେଦନ) — ପୃଥକ୍କରଣ — Severing; separating