ବିଚ୍ଛେଦକ Bichchhedaka

  • ସଂ. ବିଣ. ପୁଂ. (ବି+ଛିଦ୍ ଧାତୁ+କର୍ତ୍ତୃ. ଅକ) — ପୃଥକକାରୀ — Separating
  • ସଂ. ବିଣ. ପୁଂ. (ବି+ଛିଦ୍ ଧାତୁ+କର୍ତ୍ତୃ. ଅକ) — [ଉ—ମୁଁ ସୁନାରୀ ଲୋଭୀ ଦକ ଦକ ଯେ। ଭଞ୍ଜ.ବୈଦେହୀଶବିଳାସ।]