ବିଚ୍ଛିନ୍ନ Bichchhinna
- ସଂ. ବିଣ. ପୁଂ. (ବି+ ଛିଦ ଧାତୁ+କର୍ମ. ତ) — ବିଯୁକ୍ତ — Separated
- ସଂ. ବିଣ. ପୁଂ. (ବି+ ଛିଦ ଧାତୁ+କର୍ମ. ତ) — ବିଭିନ୍ନ; ପୃଥକ୍କୃତ — Separated; severed
- ସଂ. ବିଣ. ପୁଂ. (ବି+ ଛିଦ ଧାତୁ+କର୍ମ. ତ) — ବିନଷ୍ଟ — Destroyed
- ସଂ. ବିଣ. ପୁଂ. (ବି+ ଛିଦ ଧାତୁ+କର୍ମ. ତ) — ଛିଣ୍ତା ହୋଇଥିବା — Torn
- ସଂ. ବିଣ. ପୁଂ. (ବି+ ଛିଦ ଧାତୁ+କର୍ମ. ତ) — [ଦ୍ର—ଏହି ଶବ୍ଦ ଛିନ୍ନ ଶବ୍ଦ ସହିତ ସହଚରରୂପେ ବ୍ୟବହୃତ ହୁଏ।]
- ସଂ. ବିଣ. ପୁଂ. (ବି+ ଛିଦ ଧାତୁ+କର୍ମ. ତ) — ଯାହାର ଅନ୍ତ ହୋଇଅଛି (ହି. ଶ.) — Finished
- ସଂ. ବିଣ. ପୁଂ. (ବି+ ଛିଦ ଧାତୁ+କର୍ମ. ତ) — କୁଟିଳ (ହି. ଶ.) — Tortuous