ବିଚ୍ଛାୟ Bichchhāya

  • ସଂ. ବି. (ବି=ପକ୍ଷୀ+ଛାୟା) — ପକ୍ଷିଚ୍ଛାୟା; ପକ୍ଷୀ ଉଡ଼ିଗଲାବେଳେ ଭୂମିରେ ଯେଉଁ ଛାଇ ପଡ଼େ — The shade of a flying bird appearing on the ground
  • ସଂ. ବି. (ବି=ପକ୍ଷୀ+ଛାୟା) — (ବି=ଅଭାବ+ଛାୟା) ଛାୟାର ଅଭାବ — Want of shade
  • ସଂ. ବି. (ବି=ପକ୍ଷୀ+ଛାୟା) — [ବି=ବିଶିଷ୍ଟ +ଛାୟା=କାନ୍ତି) ମଣି — A gem
  • ବିଣ—(ବି=ଅଭାବ+ଛାୟା) — ଛାୟାରହିତ — Shadeless; destitute of shadow
  • ବିଣ—(ବି=ଅଭାବ+ଛାୟା) — ଯେଉଁ ବସ୍ତୁର ବା ପ୍ରାଣୀର ଛାୟା ପଡେ ନାହିଁ; (ଯଥା—ଦେବତା ,ଦାନବ, ଭୂତ, ପ୍ରେତ) — Casting no shadow