ବିଚ୍ଛର୍ଦ୍ଦକ Bichchharddaka

  • ସଂ. ବି (ବି+ଛନ୍ଦ୍ ଧାତୁ= ଇଚ୍ଛା କରିବା+କର୍ତ୍ତୃ. ଅକ) — ଉପର୍ଯ୍ଯୁପରି ନିର୍ମିତଦେବାଳୟ ବିଶେଷ — A sort of temple; pagoda
  • ସଂ. ବି (ବି+ଛନ୍ଦ୍ ଧାତୁ= ଇଚ୍ଛା କରିବା+କର୍ତ୍ତୃ. ଅକ) — ପ୍ରାସାଦ (ହି.ଶ.) — Mansion