ବିଚ୍କିଟିଆ କଥା Bich kiṭiākathā

  • ଦେ. ବି — ଦୁର୍ବୋଧ୍ୟ ବାକ୍ୟ — Words which are difficult to understand
  • ଦେ. ବି — କର୍କଶ ବାକ୍ୟ — Harsh words
  • ଦେ. ବି — ଅଶ୍ଳୀଳ ଭାଷା — Filthy language
  • ଦେ. ବି — [ଦ୍ର—ଏହିପରି ବିଚ୍କିଟିଆ କାମ ଶବ୍ଦ ହୁଏ।]