ବିଚ୍କିଟା Bichkiṭā

  • ଦେ. ବିଣ. (ସଂ.ବିକୃତ; ବିକଟ; ବିଚି— କିତ୍ସ୍ୟ) — ବିକଟୀକୃତ — Horrible, contorted
  • ଦେ. ବିଣ. (ସଂ.ବିକୃତ; ବିକଟ; ବିଚି— କିତ୍ସ୍ୟ) — ବିକୃତ — Spoiled
  • ଦେ. ବିଣ. (ସଂ.ବିକୃତ; ବିକଟ; ବିଚି— କିତ୍ସ୍ୟ) — ବିକୃତସ୍ୱାଦ— ବିଶିଷ୍ଟ; ବିସ୍ୱାଦ — Having a bad taste
  • ଦେ. ବିଣ. (ସଂ.ବିକୃତ; ବିକଟ; ବିଚି— କିତ୍ସ୍ୟ) — ବିରକ୍ତିକର — Annoying; teasing; producing annoyance
  • ଦେ. ବିଣ. (ସଂ.ବିକୃତ; ବିକଟ; ବିଚି— କିତ୍ସ୍ୟ) — ବିରକ୍ତିସୂଚକ — Indicating displeasure
  • ଦେ. ବିଣ. (ସଂ.ବିକୃତ; ବିକଟ; ବିଚି— କିତ୍ସ୍ୟ) — ଅଶ୍ରାବ୍ୟ; ଅଶ୍ଳୀଳ — Profane; indecent (language)
  • ଦେ. ବିଣ. (ସଂ.ବିକୃତ; ବିକଟ; ବିଚି— କିତ୍ସ୍ୟ) — ବିଶ୍ରୀ; କୁତ୍ସିତ — Nasty; ugly; filthy; distorted
  • ଦେ. ବିଣ. (ସଂ.ବିକୃତ; ବିକଟ; ବିଚି— କିତ୍ସ୍ୟ) — ବିକୃତସ୍ୱାଦବିଶିଷ୍ଟ — Of very bad taste