ବିଚେଷ୍ଟ Bicheshṭā

  • ସଂ. ବିଣ. ପୁଂ—(ବି+ଚେଷ୍ଟା, ବହୁବ୍ରୀହି) — ବେହୋସ; ଚୈତନ୍ୟ ରହିତ — Unconscious
  • ସଂ. ବିଣ. ପୁଂ—(ବି+ଚେଷ୍ଟା, ବହୁବ୍ରୀହି) — ହସ୍ତ ପଦାଦି ଚାଳନରେ ଅକ୍ଷମ — Unable to move one's limbs
  • ସଂ. ବିଣ. ପୁଂ—(ବି+ଚେଷ୍ଟା, ବହୁବ୍ରୀହି) — ନିଶ୍ଚେଷ୍ଟ — Devoid of exertion