ବିଚେତନା Bichetanā

  • ଦେ. ବି.—(ବି+ଚେତନା) — ସଂଜ୍ଞା; ଚେତନା — Consciousness
  • ଦେ. ବି.—(ବି+ଚେତନା) — (ଛୁଟି ଯାଇ ବିବେତନା ଛଟ ପଟ ହେବ ସିନା—କବିସୂର୍ଯ୍ୟ, କିଶୋରୀଚମ୍ପୂ ଛ ଗୀତ)