ବିଚୂର୍ଣ୍ଣ Bichūrṭṭa

  • ସଂ. ବି—(ବି+ଚୂର୍ଣ୍ଣ) — ଖୁବ୍ ସରୁ ଚୂନା — Fine power
  • ବିଣ. — ବିଚୂର୍ଣ୍ଣିତ — Powered to fine minute dust
  • ବିଣ. — (ଦ୍ର—ଏହା ଚୂର୍ଣ୍ଣ ଶବ୍ଦ ସହିତ ସହଚରରୂପେ ବିଶେଷଣରେ ବ୍ୟବହୃତ ହୁଏ ଯଥା—ଚୂର୍ଣ୍ଣବିଚୂର୍ଣ୍ଣ ।)