ବିଚିନ୍ତ୍ୟମାନ Bichintyamāna

  • ସଂ. ବିଣ—(ବି+ଚିନ୍ତ୍ ଧାତୁ ଣିଚ ଚିନ୍ତି= ଭାବନା+ କର୍ମ. ଆନ) — ଯାହା ଭାବନା କରାଯାଉ ଥାଏ; ଚିନ୍ତାର ବିଷୟୀଭୂତ — Which is being thought over
  • ସଂ. ବିଣ—(ବି+ଚିନ୍ତ୍ ଧାତୁ ଣିଚ ଚିନ୍ତି= ଭାବନା+ କର୍ମ. ଆନ) — ବିବେଚନାଧୀନ — Subject to consideration